ଅଇଁଠାପାଲି ଗ୍ରୀଡ୍‌ ସବଷ୍ଟେସନ୍‌ରେ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆଜି ୪ ଘଣ୍ଟା ବିଦ୍ୟୁତ୍ କାଟ୍‌

ଉପଭୋକ୍ତା ଆଶ୍ବସ୍ତ: ବଢ଼ିବନି ବିଜୁଳି ଦର, ବିଲ୍‌ ପଇଠରେ ବିଳମ୍ବ ହେଲେ ଜରିମାନା ନାହିଁ

New Indian Express

ସମ୍ବଲପୁର : ଅଇଁଠାପାଲି ଗ୍ରୀଡ୍‌ ସବଷ୍ଟେସନ୍‌ରେ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବିଦ୍ୟୁତ୍ ଶନିବାର ୪ ଘଣ୍ଟା ବିଦ୍ୟୁତ୍‌ କାଟ ହେବ। ସକାଳ ୮ଟା ରୁ ଦିନ ୧୨ଟା ଯାଏ ଏହି ବିଦ୍ୟୁତ୍‌ କାଟ କରାଯିବ ବୋଲି ଟିପିଡବ୍ଲୁଓଡିଏଲ୍ ପକ୍ଷରୁ କହାଯାଇଛି। ଅଇଁଠାପାଲି ଗ୍ରୀଡ୍‌ ଅଧୀନରେ ଆସୁଥିବା ରେମେଡ୍, ପାଞ୍ଚଗଛିଆ, ଡେଙ୍ଗସରଗି, ବରେଇପାଲି, ମଖନାପଡା ଆଦି ଅଞ୍ଚଳ ସହିତ ଏହାର ଆଖପାଖ ଅଞ୍ଚଳରେ ଏହି ବିଦ୍ୟୁତ କାଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe