୩୦ ଯାଏ ୪ ଯୋଡ଼ା ଟ୍ରେନ୍‌ ବାତିଲ୍‌

Advertisment
ଟ୍ରେନ ଧକ୍କାରେ ଦେଢ଼ବର୍ଷର ଶିଶୁ ମୃତ

ଭୁବନେଶ୍ବର : ଯାତ୍ରୀ ନ ହେବା କାରଣରୁ ୪ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌କୁ ଆସନ୍ତା ୩୦ ତାରିଖ ଯାଏ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ବାତିଲ୍ ହେବାକୁ ଥିବା ଟ୍ରେନଗୁଡ଼ିକ ହେଲା ପୁରୀ-କଟକ-ପୁରୀ ଟ୍ରେନ(୦୮୪୩୧/୦୮୪୩୨), କଟକ-ଭଦ୍ରକ-କଟକ ଟ୍ରେନ (୦୮୪୩୮/୦୮୪୩୭), କଟକ-ପାରାଦୀପ- କଟକ ଟ୍ରେନ (୦୮୪୬୧/୦୮୪୬୨), କଟକ-ଭଦ୍ରକ-କଟକ ଟ୍ରେନ(୦୮୪୫୪/୦୮୪୫୩)। ପୁରୀ-ଅନୁଗୁଳ-ପୁରୀ ସ୍ବତନ୍ତ୍ର ଟ୍ରେନ୍‌ (୦୮୪୨୮/୦୮୪୨୭) ୩୦ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ। ଏହା କେବଳ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe