କମିସନରରେଟ୍‌ ପୁଲିସ ହାତରେ ତାମିଲନାଡୁ ଲୁଟେରା ଗ୍ୟାଙ୍ଗ୍‌: ୪ ଅଭିଯୁକ୍ତ ଗିରଫ

ବଡ଼ଗଡ଼ ପୁଲିସ ହାତରେ ମହିଳା ଚୋର ଗ୍ୟାଙ୍ଗ: ମହାରା‌ଷ୍ଟ୍ରର ୪ ମହିଳା ଗିରଫ

new indian express

ଭୁବନେଶ୍ବର: ରାଜଧାନୀରୁ ତାମିଲନାଡୁର ଏକ ଲୁଟେରା ଗ୍ୟାଙ୍ଗ୍ ଗିରଫ। ଏହି ତୀରଛି ଗ୍ୟାଙ୍ଗ୍ ରାଜଧାନୀର ଗଳି କନ୍ଦିରେ ବୁଲୁଥିଲେ ଏବଂ କାର କାଚ ଭାଙ୍ଗି ଲୁଟ୍ କରୁଥିଲେ । ମୋଟ୍ ଚାରି ଜଣଙ୍କୁ ପୁଲିସ ଗିରଫ କରିଛି। ୪ଟି ଲାପଟପ ଓ ୨୫ଟି ମୋବାଇଲ ଜବତ ହୋଇଛି। କାର କାଚ ଭାଙ୍ଗି ଲୁଟ୍ କରିବା ସହିତ ଜନ ଗହଳି ଅଞ୍ଚଳରେ ଏମାନେ ପକେଟ୍ ମାର କରୁଥିଲେ। ବାଟୁଳିଖଡା ବା ଚିଟିକିଣି ଧରି ରାଜଧାନୀରେ ଏମାନେ ବୁଲୁଥିଲେ। କାର କାଚ ଭାଙ୍ଗିବା ପାଇଁ ଏମାନେ ବ୍ୟବହାର କରୁଥିଲେ ଆଇରନ ବଲ ବା ଲୁହା ବାଟୁଳି। ଏହି ସବୁକୁ ଚକୋଲେଟ ରାପରରେ ଗୁଡାଇ ରଖୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe