ହାତୀ ଶବ ଠାବ ଘଟଣା: ଚତୁର୍ଥ ଅଭିଯୁକ୍ତ ଗିରଫ

Advertisment
ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

adaderana.lk

ବୌଦ୍ଧ : ବୌଦ୍ଧ ଜିଲ୍ଲାରୁ ତିନିଦିନରେ ଦୁଇଟି ହାତୀର ଦାନ୍ତବିହୀନ  ଗଳିତ ଶବ ଠାବ ହୋଇଥିଲା। ହାତୀ ଶିକାରରେ ସଂପୃକ୍ତ ଥିବା ଅଭିଯୋଗରେ ପୂର୍ବରୁ ବନ ବିଭାଗ ୩ ଜଣଙ୍କୁ ଗିରଫ କରିଥିଲା। ଘଟଣାର ୪ର୍ଥ ଅଭିଯୁକ୍ତ ବିରିଗଡ଼ ଗ୍ରାମର ସୁଦର୍ଶନ ମାଝୀଙ୍କୁ ମଙ୍ଗଳବାର ରାତିରେ ଗିରଫ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe