ଲିଫ୍ଟ ତାର ଛିଣ୍ଡି ଜଣେ ମୃତ, ୩ ଗୁରୁତର

Advertisment
ବଜ୍ରପାତରେ ଜଣେ ମୃତ 

Telegraph India

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାଣୀପେଣ୍ଠ ନିକଟ ରାଜ୍‌ ଷ୍ଟିଲ୍‌ କାରଖାନାରେ ହଠାତ୍‌ ଲିଫ୍ଟ ତାର ଛିଣ୍ଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଶେଖ୍‌ ଆସିଫ୍‌। ତାଙ୍କ ଘର ପଶ୍ଚିମବଙ୍ଗ। ଶ୍ରମିକମାନେ କାରଖାନାର ତୃତୀୟ ମହଲାକୁ ଲିଫ୍ଟ ଯୋଗେ ଯାଉଥିବା ବେଳେ ଲିଫ୍ଟର ତାର ଛିଣ୍ଡି ପଡ଼ିଥିଲା। ଶ୍ରମିକମାନେ ପଶ୍ଚିମବଙ୍ଗରୁ ଆସି ଅନେକ ମାସ ହେଲା ଏହି କାରଖାନରେ କାର୍ଯ୍ୟରତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe