ଗ୍ୟାସ୍ ଲିକ୍ ଘଟଣା : ବୋହୂର ମୃତ୍ୟୁ ଖବର ଶୁଣି ୧୦ ମିନିଟ୍‌ ପରେ ଶାଶୁଙ୍କର ମୃତ୍ୟୁ!

Advertisment
ବନ୍ଦ କଠୋରିରୁ ଶ୍ରମିକଙ୍କ ଗଳିତ ଶବ ଉଦ୍ଧାର

The Fact News

ଆନନ୍ଦପୁର୍ : ଆଜି ଅପରାହ୍ନ ୪ଟା ବେଳେ ଘସିପୁରା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ନିକଟରେ ରହୁଥିବା ବିନୋଦ ଦାସଙ୍କ ପତ୍ନୀ କାନନ୍ ଦାସ (୫୪) ଗ୍ୟାସ୍‌ରେ ଚା କରିବାକୁ ଯାଇ ପୋଡି ହୋଇଥିଲେ। ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରିବାକୁ ଯାଇ ବୋହୂ ସୁନିତା (୨୭) ମଧ୍ୟ ଆହାତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ରାତି ପ୍ରାୟ ୧୦ଟା ସମୟରେ ବୋହୂର ମୃତ୍ୟୁ ହୋଇଥିଲା ବେଳେ ୧୦ ମିନିଟ୍ ପରେ ଖବର ଶୁଣି ଶାଶୁ କାନନ୍‌ଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe