ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ, ପରବର୍ତୀ ପର୍ଯ୍ୟାୟ ୧୧ରୁ

Advertisment
ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ, ପରବର୍ତୀ ପର୍ଯ୍ୟାୟ ୧୧ରୁ

ଭୁବନେଶ୍ୱର : ଆଜି ବିଧାନସଭାର ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ସରିଛି। ଏଥିରେ ମୁଖ୍ୟତଃ ମାସକ ଖର୍ଚ ପାଇଁ ଲେଖାନୁଦାନ ବିଲ୍‌ ପାରିତ ହୋଇଛି। ଆସନ୍ତା ୧୧ ତାରିଖରୁ ଏହି ଅଧିବେଶନର ପରବର୍ତୀ ପର୍ଯ୍ୟାୟ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ବିଭାଗଓ୍ଵାରୀ ଖର୍ଚଦାବି ନେଇ ଆଲୋଚନା ହେବା ସହିତ ବିଭାଗୀୟ ଖର୍ଚ ପାରିତ ହେବ। ଆଜି ପ୍ରଥମ ପର୍ଯ୍ୟାୟ ଶେଷ ହେବା ବେଳକୁ ବାଚସ୍ପତି ପ୍ରଦୀପ କୁମାର ଅମାତ୍‌ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe