ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ

Advertisment

hindustantimes.com

ସମ୍ବଲପୁର : ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଦୀର୍ଘ ୧ ବର୍ଷ କାଳ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ପ୍ରତାରଣା ଦିଆଯାଇଥିବାର ଅଭିଯୋଗ ହୋଇଛି। ମାନେଶ୍ବର ବ୍ଲକ ସାହାସପୁରର ଏହି ଘଟଣାରେ ମହିଳା ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ରାଜୁ ବରେଇ(୨୮) ଶୁକ୍ରବାର କୋର୍ଟରେ ଆତ୍ମ ସମର୍ପଣ କରିଛି। ଏହାପରେ ଶନିବାର ଦିନ ମହିଳା ଥାନା ପୁଲିସ୍‌ ତାକୁ ୨ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe