୧୧ରେ ଆସୁଛନ୍ତି ରାଜ୍ୟପାଳ

Advertisment
୧୧ରେ ଆସୁଛନ୍ତି ରାଜ୍ୟପାଳ

Siasat.com

ଝାରସୁଗୁଡ଼ା: ଆସନ୍ତା ୧୧ ତାରିଖରେ ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌।

ଝାରସୁଗୁଡ଼ାସ୍ଥିତ ଡିଏଭି ସ୍କୁଲର ରୌପ୍ୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଜ୍ୟପାଳ। ସନ୍ଧ୍ୟାରେ ରାଜ୍ୟପାଳ ପୁଣି ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe