ଝରକା ତାଡି ତିରିଶ ଲକ୍ଷ ଟଙ୍କାର ସୁନା ଓ ରୁପା ଚୋରି

Advertisment
ଝରକା ତାଡି ତିରିଶ ଲକ୍ଷ ଟଙ୍କାର ସୁନା ଓ ରୁପା ଚୋରି

ଭୁବନ: ଏନଏସି ଭଦଳିଆପଶି ଗ୍ରାମର କାଳନ୍ଦୀ ଚରଣ ସାହୁଙ୍କ ଘରୁ ପ୍ରାୟ ୧୨ଲକ୍ଷ ଟଙ୍କାର ସୁନା ଓ ରୁପା ନଗଦ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି। ଘର ମାଲିକ କାଳନ୍ଦୀ ଚରଣ ସାହୁ ପୁରୀ ଜଗନାଥ ଦର୍ଶନ କରିବାକୁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ଝରକା ତାଡି ଆଲମିରାରୁ ତାଲା ଖୋଲି ୧୨ଭରି ସୁନା ୧୭ଭରି ରୁପା ନଗଦ ୧.୪୦ଲକ୍ଷ ଟଙ୍କା ଚୋରି କରି ନେଇଥିବା ଏ ତାଲାରେ ଦର୍ଶଯାଇଛି। ପୁଲିସ ପକ୍ଷରୁ ମାମଲାରୁଜୁ କରାଯାଇ ତଦନ୍ତ ଜାରି ରହିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe