ମାଲବାଦୀ ଟ୍ରେନ୍ ଲାଇନଚ୍ୟୁତ

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଠାରେ ମାଲବାହୀ ଟ୍ରେନ୍‌ର ୨୦ରୁ ଅଧିକ ବଗି ଲାଇନଚ୍ୟୁତ ହୋଇଛି। ତେବେ କୌଣସି କ୍ଷୟକ୍ଷତି ହୋଇ ନଥିବା କୁହାଯାଉଛି। ମାଲବାହୀ ଟ୍ରେନ୍‌ଟି ବିଏସଏଲ କମ୍ପାନିର ଚୂନ ପଥର ନେଇ ଯାଉଥିଲା....

goods train derailed

goods train derailed Photograph: (sambad.in)

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଠାରେ ମାଲବାହୀ ଟ୍ରେନ୍‌ର  ୨୦ରୁ ଅଧିକ ବଗି ଲାଇନଚ୍ୟୁତ ହୋଇଛି। ତେବେ କୌଣସି କ୍ଷୟକ୍ଷତି ହୋଇ ନଥିବା କୁହାଯାଉଛି। ମାଲବାହୀ ଟ୍ରେନ୍‌ଟି ବିଏସଏଲ  କମ୍ପାନିର ଚୂନ ପଥର ନେଇ ଯାଉଥିବା ବେଳେ ଅଘଟଣ ଘଟିଛି।  ବୀରମିତ୍ରପୁର ବଜାର ନିକଟର ବଗିଗୁଡ଼ିକ ଲାଇନଚ୍ୟୁତ ହୋଇଯାଇଛି। 

 sundargarh | goods train | derailed

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe