କୋରାପୁଟ: ଗତକାଲି ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ କୋରାପୁଟ-ଜୟପୁର ରେଳପଥରେ ଲାଇନଚ୍ୟୁତ ହୋଇଥିବାର ଖବର ମିଳିଛି। ରାତି ପ୍ରାୟ ସାଢେ ୧୨ଟା ବେଳେ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଛି। କୋରାପୁଟ-ଜୟପୁର ରେଳପଥର ମାନବର ଓ ଜରଟି ଷ୍ଟେସନ୍ ମଝିରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଟ୍ରେନଟି କିରଣ୍ଡଲରୁ ବିଶାଖାପାଟଣା ଅଭିମୁଖେ ଲୁହାପଥର ଗୁଣ୍ଡ ବୋଝେଇ କରି ଯାଉଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us