ପାରଳାଖେମୁଣ୍ଡି : ପାରଳା ମହାରାଜା ଗୋପୀନାଥ ଗଜପତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ପ୍ରାୟ ବର୍ଷେ ହେଲା ଗୋପୀନାଥ ଗଜପତି ଭୁବନେଶ୍ୱର ସ୍ଥିତ ଆପୋଲୋ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତିନି ଦିନ ତଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବର୍ତମାନ ଭେଣ୍ଟିଲେଟର ସର୍ପୋଟ ସିଷ୍ଟମରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗୋପୀନାଥ ଗଜପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବା ପାଇଁ ତାଙ୍କ ଝିଅ କଲ୍ୟାଣୀ ଦେବୀଙ୍କ ସହ ଯୋଗାଯୋଗ ନିମନ୍ତେ ଚେଷ୍ଟା କରା ଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇପାରି ନାହିଁ।
ଭେଣ୍ଟିଲେଟର୍ରେ ଗୋପୀନାଥ ଗଜପତି
Advertisment
Follow Us