ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦିନକର ଦରମା ଦେଲେ ରାଜ୍ୟପାଳ ଓ ରାଜଭବନର କର୍ମଚାରୀ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦିନକର ଦରମା ଦେଲେ ରାଜ୍ୟପାଳ ଓ ରାଜଭବନର କର୍ମଚାରୀ

ଭୁବନେଶ୍ୱର: ଫନି ପ୍ରଭାବିତ ଲୋକମାନଙ୍କର ସହାୟତା ନିମନ୍ତେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଓ ରାଜଭବନର ୧୨୨ ଜଣ କର୍ମଚାରୀ  ଦିନକର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି । ଆଜି ଏ ବାବଦକୁ ଏକ ଲକ୍ଷ ୮୬ ହଜାର ୨୦୭ ଟଙ୍କାର ଏକ ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe