ଉତ୍କଳ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ବାତ୍ୟା ସଂପର୍କିତ କ୍ଷୟକ୍ଷତି ନେଇ ଅବଗତ ହେଲେ ରାଜ୍ୟପାଳ

Advertisment
ଉତ୍କଳ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ବାତ୍ୟା ସଂପର୍କିତ କ୍ଷୟକ୍ଷତି ନେଇ ଅବଗତ ହେଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର ଉତ୍କଳ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବାତ୍ୟାର ଏକ ମାସ ପରେ ପୁନରୁଦ୍ଧାର କାମ କେତେ ଦୂର ପର୍ଯ୍ୟନ୍ତ ଆଗେଇଛି, ସେ ନେଇ ଅବଗତ ହୋଇଛନ୍ତି। ରାଜ୍ୟପାଳ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ବିକାଶମୂଳକ କାମ କେତେ ଆଗେଇଛି ସେ ସଂପର୍କରେ ଶିକ୍ଷକ ଓ ଛାତ୍ରମାନଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe