ଭୁବନେଶ୍ବର : କୋଭିଡ୍-୧୯ରୁ ଆେରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ ପ୍ଲାଜ୍ମା ଦାନ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିବେଦନ କରିଛନ୍ତି। ମହାମାରୀ ସମୟରେ ଏହା ଏକ ମହାନ ମାନବିକ ଓ ଆଧ୍ୟାତ୍ମିକ ସେବା ହେବ ବୋଲି ସେ କହିଛନ୍ତି।
ପ୍ଲାଜ୍ମା ଦାନ ପାଇଁ ରାଜ୍ୟପାଳଙ୍କ ନିବେଦନ
Advertisment
Follow Us