ମମିତା ମେହେର ହତ୍ୟା ମାମଲା: କୋର୍ଟରେ ହାଜର ହେଲେ ଗୋବିନ୍ଦ ଓ ରାଧେ

ମମିତା ମେହେର ହତ୍ୟା ମାମଲା: କୋର୍ଟରେ ହାଜର ହେଲେ ଗୋବିନ୍ଦ ଓ ରାଧେ

କଣ୍ଟାବାଞ୍ଜି: ମମିତା ମେହେର ହତ୍ୟା ମାମଲାରେ ବୁଧବାର କଣ୍ଟାବାଞ୍ଜି କୋର୍ଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀକୁ କଡ଼ା ସୁରକ୍ଷା ବଳୟରେ ହାଜର କରାଯାଇଛି। ଟ୍ରାଏଲ ଚାର୍ଜ ହୋଇ ନଥିବାରୁ ବର୍ତ୍ତମାନ କୋର୍ଟରେ ଏହି ଦୁଇଜଣଙ୍କୁ ହାଜର କରାଯାଉଥିବା ବେଳେ ଏହି କେସ୍‌ର ଆଗାମୀ ଶୁଣାଣି ଆସନ୍ତା ୨୪ ତାରିଖ ଦିନ ହେବ ବୋଲି ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ପକ୍ଷରୁ ଓକିଲ ଦୁର୍ଗା ପାଢ଼ୀ ଥିବା ବେଳେ ସରକାରୀ ଓକିଳ ଅମରେନ୍ଦ୍ର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe