ଆଜି ଠାରୁ ସରକାରୀ ଛୁଟି

Advertisment
ସାଧାରଣ ପ୍ରଶାସନ ବିଭାଗର ସୂଚନା: ବଦଳିଲେ ବହୁ ସଂଖ୍ୟାରେ ଓଏଏସ୍‌ ଅଧିକାରୀ

ଭୁବନେଶ୍ୱର : ୧୪ ତାରିଖରୁ ଲଗାତର ଚାରିଦିନ ସରକାରୀ ଛୁଟି। ୧୪ ଓ ୧୫ ତାରିଖରେ ରାଜ୍ୟ ସରକାର ରଜ ଛୁଟି ଘୋଷଣା କରିଛନ୍ତି। ୧୬ ତାରିଖରେ ଇଦ୍‌ ପାଇଁ ଛୁଟି। ୧୭ ତାରିଖ ରବିବାର। ବ୍ୟାଙ୍କଗୁଡ଼ିକ ଆସନ୍ତାକାଲି ଖୋଲା ରହିବ। ୧୫ ତାରିଖ ରଜ ଓ ୧୬ ତାରିଖ ଇଦ୍‌ ଉପଲକ୍ଷେ ବ୍ୟାଙ୍କ ଛୁଟି ରହିବ। ତେବେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟଗୁଡ଼ିକରେ ରଜ ଛୁଟି ନାହିଁ। କେବଳ ଶନିବାର ଇଦ୍‌ ପାଇଁ ଛୁଟି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe