୧୬ ତାରିଖ ଶେଷ ରଜ ପାଇଁ ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାରେ ସରକାରୀ ଅଫିସ୍‌ ବନ୍ଦ ରହିବ

Advertisment
ସେବାକ୍ଷେତ୍ର ଉଦ୍ୟୋଗ ଉପରେ ଦେଶବ୍ୟାପୀ ସର୍ବେକ୍ଷଣ ହେବ

Photo-Representational image

ଭୁବନେଶ୍ବର : ଆସନ୍ତା ୧୪ ତାରିଖରୁ ୩ ଦିନ ବ୍ୟାପୀ ରଜ ଉତ୍ସବ ପାଳନ ହେବ। ଜୁନ୍‌ ୧୬ ତାରିଖ ଶେଷ ରଜ ଦିନ ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି। ସେଦିନ ଦୁଇ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଅଫିସ୍‌ ବନ୍ଦ ରହିବ। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe