କରୋନା ମୁକାବିଲା ପାଇଁ ୨୪୧ ପିଜି ଡାକ୍ତରଙ୍କୁ ବିିଭିନ୍ନ ଜିଲ୍ଲାରେ ଅବସ୍ଥାପିତ କରାଗଲା

Advertisment
ସମ୍ବାଦ ଗ୍ରୁପ୍‌ ପକ୍ଷରୁ ‘ବିପଦର ବନ୍ଧୁ’ କାର୍ଯ୍ୟକ୍ରମ: ଚିକିତ୍ସା ପରାମର୍ଶ ଦେଲେ ଡାକ୍ତର

The Indian Express

ଭୁବନେଶ୍ୱର : ଓଡ଼ିଶା ସରକାର ୨୪୧ ଜଣ ପୋଷ୍ଟ ପିଜି ଡାକ୍ତରଙ୍କୁ ବିଭିନ୍ନ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧିନରେ ଅବସ୍ଥାପିତ କରିଛନ୍ତି । କରୋନା ସ୍ଥିତିର ସୁପରିଚାଳନା ପାଇଁ ସରକାର ଜରୁରିକାଳୀନ ଭିତ୍ତିରେ ଏହି ପଦକ୍ଷେପ ନେଇଛନ୍ତି ।
ଏସବୁ ପିଜି ଡାକ୍ତରମାନେ ରାଜ୍ୟର ପ୍ରମୁଖ ମେଡିକାଲ କଲେଜ ଯଥା କଟକର ଏସିବି, ବ୍ରହ୍ମପୁରର ଏମକେସିଜି, ବୁର୍ଲାର ଭିମସାରରୁ ବିଭିନ୍ନ ଡାକ୍ତରୀ ବିଷୟରେ ପିଜି ସଂପୂର୍ଣ୍ଣ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe