IIFL Finance
ଭୁବନେଶ୍ୱର: ନିଯୁକ୍ତି ତଥା ଅନ୍ୟାନ୍ୟ ଅନିୟମିତତା ଅଭିଯୋଗରେ ୨୦୧୫ରୁ ଏ ପର୍ଯ୍ୟନ୍ତ ୧୨ ଅଧ୍ୟାପକ ଓ ଅନ୍ୟ କର୍ମଚାରୀଙ୍କ ଅନୁଦାନ-ବ୍ଲକ୍ ଗ୍ରାଣ୍ଟ ପ୍ରତ୍ୟାହାର କରାଯାଇଛି। ଏଥିରେ ଜଗତସିଂହପୁର, ଯାଜପୁର, ବଲାଙ୍ଗୀର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ ଓ ନୂଆପଡ଼ା ଜିଲ୍ଲାରେ ଅଧ୍ୟାପକ ଓ କର୍ମଚାରୀ ରହିଛନ୍ତି। ଏହାକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ କହିଛନ୍ତି ଯେ ମାମଲା ବିଚାରାଧୀନ ଥିବା ବେଳେ କୌଣସି ଅଧ୍ୟାପକଙ୍କୁ ପଦୋନ୍ନତି ଦିଆଯାଇନାହିଁ।
Follow Us