ଟିଆର୍‌ଏଲ୍ କ୍ରୋସାକିକୁ ଗ୍ରିନ୍‌ଟେକ୍ ପରିବେଶ ସୁରକ୍ଷା ପୁରସ୍କାର

ଟିଆର୍‌ଏଲ୍ କ୍ରୋସାକିକୁ ଗ୍ରିନ୍‌ଟେକ୍ ପରିବେଶ ସୁରକ୍ଷା ପୁରସ୍କାର

ବ୍ରଜରାଜନଗର: ଟିଆର୍‌ଏଲ୍‌ କ୍ରୋସାକିକୁ ଗତ ୨୩ ତାରିଖ ଗ୍ରିନ୍‌ଟେକ୍‌ ପରିବେଶ ସୁରକ୍ଷା ପୁରସ୍କାର ମିଳିଛି। ଏହାର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ (ଅପରେସନ୍ସ) ହିର୍ଦେଶ ସେହଗାଲ ଏହି  ସମ୍ମାନଜନକ ପୁରସ୍କାର ଆସାମ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରବିଶଙ୍କର ପ୍ରସାଦଙ୍କ ଠାରୁ ଗ୍ରହଣ କରିଛନ୍ତି।

କାର୍ଯ୍ୟକ୍ରମରେ ଗ୍ରିନ୍‌ଟେକ୍‌ ଫାଉଣ୍ଡେସନ୍‌ର ସିଇଓ କମଲେଶ ସରନ୍, ଗ୍ରିନ୍‌ଟେକ୍‌ ଫାଉଣ୍ଡେସନ୍ ପରାମର୍ଶଦାତା ବେଦପ୍ରକାଶ ମହାବଲ ଏବଂ ଆସାମର ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶକ ଉପସ୍ଥିତ ଥିଲେ। ଏହି ସମୟରେ ଟିଆର୍‌ଏଲ୍ କ୍ରୋସାକିର ଏଭିପି (ସୁରକ୍ଷା ଏବଂ ପରିବେଶ ପରିଚାଳନା) ନିରଂଜନ ଦାଶ  ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe