ବିଜେଡି ବୈଠକରେ ମାର୍‌ପିଟ୍, କର୍ମୀଙ୍କ ମୁଣ୍ଡ ଫାଟିଲା

Advertisment
ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ

patrika.com

ପିପିଲି : ପିପିଲି ଥାନା ପୁବା ଶାସନ ପଞ୍ଚାୟତ ମଧୁପୁରଠାରେ ଆଜି ଅପରାହ୍ଣରେ ବିଜେଡିର ଏକ ବୈଠକରେ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳର ସୂ୍ତ୍ରପାତ ହୋଇଥିଲା। ବୈଠକ ଚାଲିଥିବାବେଳେ କର୍ମୀମାନେ ମାରପିଟ୍‌ ହେବା ସହ କାଠ ଫାଳିଆ ମାଡ଼ରେ ଜନୈକ କର୍ମୀଙ୍କ ମୁଣ୍ଡ ଫାଟିଛି। ମୁଣ୍ଡ ଫାଟି ରକ୍ତସ୍ରାବ ହେବାକୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏ ସଂପର୍କରେ କୌଶଲ୍ୟାଗଙ୍ଗ ଫାଣ୍ଡିରେ ଅଭିଯୋଗ ପରେ ଦୁଇଜଣଙ୍କୁ ଅଟକ ରଖିଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଗଣ୍ଡଗୋଳର କାରଣ ସ୍ପଷ୍ଟ ହୋଇନି। ମିଳିଥିବା ସୂଚନା ମୁତାବକ, ଆଜି ବୈଠକ ଚାଲିଥିବାବେଳେ କିଛି କର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe