ଗୁପଚୁପ୍‌ ଖାଇବାକୁ କେନ୍ଦ୍ରକରି ଗୋଷ୍ଠୀସଂଘର୍ଷ: ୩ଗିରଫ

Advertisment
ଯୁବକଙ୍କୁ ଛୁରିରେ ଆକ୍ରମଣ ଘଟଣା: ଫେରାର୍‌  ଅଭିଯୁକ୍ତ ଗିରଫ

Image Courtesy of East Coast Daily English

ଦାନଗଦୀ/ଯଖପୁରା : ଯଖପୁରା ଥାନା ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତ ନୀଳମଣିଦେଈପୁର ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଗୁପ୍‌ଚୁପ୍‌ ଖାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ଆଜି ଯଖପୁରା ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସେମାନେ ହେଲେ ନୀଳମଣି ଦେଇପୁର ଶାସନ ଗାଁର ପ୍ରସନ୍ନ ଥାଟୋଇ ଓରଫ ବାପି (୪୨), ପଙ୍କପାଳ ଗାଁର ମୋତିଲାଲ ବୋଇତେଇ(୨୧) ଓ କାଳନ୍ଦି ରାଉତ(୩୦)। କେସ୍‌ ନମ୍ୱର ୬୩, ୬୫/୨୨ ର ବିଭିନ୍ନ ଦଫାରେ ପୁଲିସ ମାମଲା ରୁଜୁକରି ତଦନ୍ତ ଜାରିରଖିଛି। ଗୋଷ୍ଠୀ ସଂଘର୍ଷ ଘଟଣାରେ ଆଉ ୧୫ ରୁ ଊର୍ଦ୍ଧ୍ବ ଲୋକ ସାମିଲ ଥିବା ପୁଲିସ ସୂଚନା ଦେଇଛି। ଏଥିରେ ଉଭୟ ଗୋଷ୍ଠୀର ୮ ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ୨ ଟି ପୁଲିସ ପାଟ୍ରୋଲିଂ ଗାଡ଼ି ପଇଁତରା ମାରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe