ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବା ନେଇ ଗାଇଡଲାଇନ ଜାରି

Advertisment
ଖୋଲିବ ରାଜ୍ୟର ବାର୍‌ ଓ ରେଷ୍ଟୁରାଣ୍ଟ

Photo: Forbes

ଭୁବନେଶ୍ୱର: ରାଜ୍ୟ ସରକାର ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବା ନେଇ ଗାଇଡଲାଇନ ଜାରି କରିଛନ୍ତି। ସର୍ତ୍ତମୂଳକ ଭାବେ ହେଟେଲ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିଳିବ। ହୋଟେଲରେ ଥିବା ରେଷ୍ଟୁରାଣ୍ଟ କେବଳ ଇନ୍‌-ହାଉସ୍‌ ଅତିଥିଙ୍କ ଲାଗି ଖୋଲି ପାରିବ। ରେଷ୍ଟୁରାଣ୍ଟ ଏବଂ ହୋଟେଲ ଚାଲିପାରିବ। ସେହିପରି ଖାଦ୍ୟ ପାର୍ସଲ ଦେଇପାରିବେ। ରେଷ୍ଟୁରାଣ୍ଟରୁ ହୋମ୍‌ ଡେଲିଭରି କିମ୍ବା ଖାଦ୍ୟ ପାର୍ସଲ ନିଆଯାଇପାରିବ। ରାସ୍ତାକଡ଼ରେ ଥିବା ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe