ହାଲ୍ ଦୁର୍ନୀତି ମାମଲା : ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି ଫେରିଲା ସିବିଆଇ

Advertisment
ହାଲ୍ ଦୁର୍ନୀତି ମାମଲା : ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି ଫେରିଲା ସିବିଆଇ

କୋରାପୁଟ : ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ୍) ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ପ୍ରଥମ ପର୍ଯ୍ୟାୟ ତଦନ୍ତ ଶେଷ କରି ଫେରି ଯାଇଛି। ଏହି ତଦନ୍ତ ସମୟରେ ସିବିଆଇ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଲାଗିଥିଲା ବେଳେ ଖୁବଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ସିବିଆଇ ତଦନ୍ତ କାରଣରୁ ହାଲର କିଛି ଅଧିକାରୀ ଓ ସ୍ଥାନୀୟ ନେତାଙ୍କ ମନରେ ଛନକା ପଶିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe