ନୂଆପଡ଼ା: ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଦିବ୍ୟାଙ୍ଗ ଶାନ୍ତିଲାଲ ଶବର। ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ୍ ଅନ୍ତର୍ଗତ ଗଣ୍ଡାମେର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଶାନ୍ତିଲାଲଙ୍କ ପ୍ରାର୍ଥୀପତ୍ର କିନ୍ତୁ ଶନିବାର ନାକଚ ହୋଇଯାଇଥିଲା। ଏହାର ପ୍ରତିବାଦରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିବା ଜଣାଯାଇଛି।
ନାମାଙ୍କନ ପତ୍ର ନାକଚ ହେବା ପରେ ହାଇକୋର୍ଟର ଦ୍ବାରସ୍ଥ ହେଲେ ନୂଆପଡ଼ା ଜିଲ୍ଲାର ଦିବ୍ୟାଙ୍ଗ
Advertisment
Follow Us