ବିଜେଡିରୁ ଇସ୍ତଫା ଦେଲେ ନୂଆପଡ଼ା ଜିଲ୍ଲା ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା

ବିଜେଡିରୁ ଇସ୍ତଫା ଦେଲେ ନୂଆପଡ଼ା ଜିଲ୍ଲା ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବିଜେଡି ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ଦଳରୁ ଇସ୍ତଫା ଦେବା ବିଜେଡି ଦଳର ପ୍ରାଥମିତା ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ତାଙ୍କର ଏହି ଇସ୍ତଫା ପତ୍ର ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇମେଲ ମାଧ୍ୟମରେ ପ୍ରଦାନ କରିଥିବା ଏହି ଭିଡିଓ ବାର୍ତ୍ତା ମଧ୍ୟରେ ଶ୍ରୀପଣ୍ଡା ସୂଚନା ଦେଇଛନ୍ତି।

ଏହା ଉପରେ ଶ୍ରୀପଣ୍ଡାକୁ ପଚାରିବାରୁ ସେ କହିଛନ୍ତି ଯେ ନୂଆପଡ଼ା ବିଧାୟକ ଦଳର ନେତାମାନଙ୍କୁ ଅଣଦେଖା କରି ମନଇଚ୍ଛା କାମ କରୁଥିଲେ। ଏହି ଘଟଣାକୁ ନେଇ ଦଳକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଦଳ କୌଣସି ପଦକ୍ଷେପ ନଲେ ନାହିଁ। ଯାହାଫଳରେ ଦଳରୁ ଇସ୍ତଫା ଦେଇଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe