ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ: ପ୍ରଧାନ ଶିକ୍ଷକ ନିଲମ୍ବିତ

ଜାଲ୍ ସିଟି ପ୍ରମାଣପତ୍ରରେ ଚାକିରି: ଛତ୍ରପୁର ବ୍ଲକ୍‌ରୁ ବିଦା ହେଲେଣି ୬ ଶିକ୍ଷକ

କଣ୍ଟାମାଳ: ଘଣ୍ଟାପଡ଼ା ପଞ୍ଚାୟତ ଅଧୀନସ୍ଥ ବଡ଼ବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖୁସିରାମ ସାହୁଙ୍କୁ ଆଜି ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ ଉଦୟନାଥ ମାଝିଙ୍କ ନିର୍ଦ୍ଦେଶରେ କଣ୍ଟାମାଳ ବ୍ଲକ ଶିକ୍ଷାଧିକାରୀ ଘନଶ୍ୟାମ ମେହେର ନିଲମ୍ବିତ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତକାଲି ଜନୈକ ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଭାବକମାନେ ପ୍ରଧାନ ଶିକ୍ଷକ ଖୁସିରାମ ସାହୁଙ୍କୁ ନିର୍ଧୁମ ଛେଚିଥିଲେ।ନିଜେ ପ୍ରଧାନ ଶିକ୍ଷକ ବି ଶିକ୍ଷା କମିଟି ସମ୍ମୁଖରେ ନିଜ ଦୋଷ ସ୍ବୀକାର କରିଥିବା ଏକ ଭାଇରାଲ ଭିଡିଓରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe