ବିଧାନସଭା ଶୂନ୍ୟକାଳରେ ମନ୍ତ୍ରୀଙ୍କ ସହ ମୁହାଁମୁହିଁ ହେଲେ ବିଜେଡି ବିଧାୟକ

Advertisment
ଓଡିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

telegraph india

ଭୁବନେଶ୍ବର: ବିଧାନସଭା ଶୂନ୍ୟକାଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ବିଜେଡି ବିଧାୟକ ଅରୁଣ ସାହୁ ମୁହାଁମୁହିଁ ହୋଇଛନ୍ତି। ପ୍ରୋସିଡିଂରୁ ଗତ ୨୩ ତାରିଖରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଇଥିବା ବିରୋଧୀ ଦଳ ନେତାଙ୍କୁ ‘ଗିରଫ କରାଯାଉ’ ବୟାନ ହଟାଇବାକୁ ଦାବି କରିଥିଲେ ଅରୁଣ ସାହୁ। ନଚେତ ଯଦି ସାହସ ଅଛି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରନ୍ତୁ ବୋଲି ଅରୁଣ କହିଥିଲେ।

ଏହାର ଜବାବ ଦେଇ ସଂସଦୀୟ ମନ୍ତ୍ରୀ କହିଛନ୍ତି, ମୁଁ କୌଣସି ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିନାହିଁ । ବିରୋଧୀ ଦଳ ନେତାଙ୍କ ସମ୍ମାନ ହାନି ହେଲା ଭଳି କିଛି କଥା କହିନାହିଁ। ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe