ସେଣ୍ଡକାପରେ ବେଆଇନ ଗଞ୍ଜା ଲଢ଼େଇ

Advertisment
ସେଣ୍ଡକାପରେ ବେଆଇନ ଗଞ୍ଜା ଲଢ଼େଇ

ପଦ୍ମପୁର: କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ତକାପ ଶାଳ ଜଙ୍ଗଲରେ ବେଆଇନ ଭାବେ ଗଞ୍ଜା ଲଢ଼େଇ ଚାଲିଥିବା ଦେଖିବାକୁ ମିଳିଛି। ରବିବାର, ବୁଧବାର ଏବଂ ଶୁକ୍ରବାର ଗଞ୍ଜା ଲଢ଼େଇ ହେଉଛି। ଉଖୁଣ୍ତା, ପଦ୍ମପୁର ସମେତ ଆଖପାଖ ଅଞ୍ଚଳର ଲୋକେ ଏଠାକୁ ଲଢ଼େଇ ପାଇଁ କୁକୁଡ଼ା ନେଇ ଆସୁଛନ୍ତି।

ଏହାଛଡ଼ା କୁକୁଡ଼ା ପଡ଼ା ନିକଟରେ ଜୁଆଖେଳ ଏବଂ ମାଦକ ଦ୍ରବ୍ୟ ବିକ୍ରି ଜୋରସୋରରେ ହେଉଛି। ପୁଲିସ ଏଠାରେ ଚଢ଼ଉ କରି ବେଆଇନ ଗଞ୍ଜା ଲଢ଼େଇ ବନ୍ଦ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe