ଚନ୍ଦ୍ରଗ୍ରହଣ ପାଇଁ ହାଇକୋର୍ଟ ଛୁଟି

Advertisment
ପୋଲସରା ବିଧାୟକଙ୍କ ନାଁରେ ହାଇକୋର୍ଟରେ ମାମଲା

କଟକ: ଆସନ୍ତାକାଲି ଚନ୍ଦ୍ର ଗ୍ରହଣ ପାଇଁ ହାଇକୋର୍ଟ ଛୁଟି ରହିବ। ହାଇକୋର୍ଟର ଅଫିସ ମଧ୍ୟ ଆସନ୍ତାକାଲି ବନ୍ଦ ରହିବ। ଏହି କାର୍ଯ୍ୟ ଦିବସକୁ ଭରଣା କରିବା ପାଇଁ ମେ’ ୫ ତାରିଖ, ଶନିବାର ଦିନ ହାଇକୋର୍ଟ ଖୋଲା ରହିବ। ଏ ସଂକ୍ରାନ୍ତରେ ହାଇକୋର୍ଟ ଏଷ୍ଟାବ୍ଲିସ୍‌ମେଣ୍ଟ ସହକାରୀ ରେଜିଷ୍ଟ୍ରାର୍‌ଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe