ଭୁବନେଶ୍ୱର: ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତିଙ୍କୁ ହାଇକୋର୍ଟ ଆଜି ନବଦିଗନ୍ତ ଚିଟ୍ ଫଣ୍ଡ ଠକେଇ ମାମଲାରେ ସର୍ତ୍ତମୂଳଳ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ବଦଳରେ ହାଇକୋର୍ଟ ଶ୍ରୀ ବଗର୍ତ୍ତୀଙ୍କୁ ଏହି ଜାମିନ ଦେଇଛନ୍ତି । ନବଦିଗନ୍ତ ଚିଟଫଣ୍ଡ ମାମଲାରେ ୨୦୧୪ ନଭେମ୍ବରରେ ପୂର୍ବତନ ବିଧାୟକ ଶ୍ରୀ ବଗର୍ତ୍ତୀଙ୍କୁ ସିବିଆଇ ଗିରଫ କରିଥିଲା
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us