ନଭେମ୍ବର ମାସରେ ଶନିବାର ଅଦାଲତ ବନ୍ଦ ରହିବ

Advertisment
ନଭେମ୍ବର ମାସରେ ଶନିବାର ଅଦାଲତ ବନ୍ଦ ରହିବ

Odisha Bytes

ଭୁବନେଶ୍ବର: ନଭେମ୍ବର ମାସରେ ଶନିବାର ଅଦାଲତ ବନ୍ଦ ରହିବ। ନଭେମ୍ବର ମାସରେ କାର୍ଯ୍ୟ ଦିବସ ଥିବା ସମସ୍ତ ଶନିବାର ଦିନ ହାଇକୋର୍ଟ ଓ ଏହାର ଅଫିସ ବନ୍ଦ ରହିବ ବୋଲି ସୂଚନା ରହିଛି। ଏହି ମାସର କାର୍ଯ୍ୟ ଦିବସ ଥିବା ସମସ୍ତ ଶନିବାର ରାଜ୍ୟର ସମସ୍ତ ସବ୍ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ), ଟ୍ରିବୁନାଲ ଓ ଏ ସମ୍ପର୍କିତ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe