ଆଦିତ୍ୟ ଦାଶ ମୃତ୍ୟୁ ମାମଲ‌ାରେ ଅସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ

Advertisment
ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ଜଣଙ୍କୁ ହାଇକୋର୍ଟରୁ ଜାମିନ

କଟକ: ମାନବ ପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଜି ହାଇକୋର୍ଟରେ ପୂର୍ବ ନିର୍ଦ୍ଦେଶ ମୁତାବକ ଶବ ବ୍ୟବଚ୍ଛେଦ ‌ରିପୋର୍ଟର ସ୍ପଷ୍ଟ କପି ଓ ଗୁରୁତ୍ବପୂର୍ଣ୍ଣ ସାକ୍ଷୀଙ୍କ ବୟାନ ଦାଖଲ କରାଯାଇନଥିବାରୁ ହାଇକୋର୍ଟ ଆଜି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାସହ ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ଫେବୃଆରୀ ୨୫ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ଏହା ପୂର୍ବରୁ ଶବ ବ୍ୟବଚ୍ଛେଦ ରିପୋର୍ଟର ସ୍ପଷ୍ଟ କପି ଓ ସାକ୍ଷୀଙ୍କ ରେକର୍ଡ଼ କରାଯାଇଥିବା ବୟାନ ହାଇକୋର୍ଟରେ ଦାଖଲ କରାଯିବ। ସୂଚନାଯୋଗ୍ୟ, ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ପ୍ରାର୍ଥନା କରି ତାଙ୍କ ବାପା, ମାଆ,ପତ୍ନୀ ବିଦ୍ୟାଶ୍ରୀ ଦାଶ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe