ଓଲଟିଲା ହାଇୱା, ଚାଳକ ମୃତ

ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ରେଢ଼ାଖୋଲ: ବୁଡ଼ିପାଣି ଘାଟିରେ ଚିପ୍ସ ବୋଝେଇ ହାଇଵା ଓଲଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଅନୁଗୁଳ କିଶୋରନଗର ଥାନା ଡାଳପକା ଗାଁର ଡିଲେଶ୍ବର ଦେହୁରୀ(୩୦)। ଶନିବାର ଅପରାହ୍ଣ ୪ଟା ସମୟରେ ସେ ଚିପ୍‌ସ ଧରି ଯାଉଥିବା ବେଳେ ବୁଡ଼ିପାଣି ଘାଟିରେ ଭାରସାମ୍ୟ ହରାଇ ହାଇଵା(ଓଡି ୧୫ଇ ୭୬୬୮)ଟି ଓଲଟି ପଡ଼ିଥିଲା।

ସୂଚନା ପାଇ ପୁଲିସ ଘଟଣାସ୍ଥଳେ ପହଞ୍ଚି ଡିଲେଶ୍ବରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe