ହୀରାକୁଦ ଜଳସ୍ତର ୫୯୮.୫୦ ଫୁଟ

Advertisment
ହୀରାକୁଦ ଜଳସ୍ତର ୫୯୮.୫୦ ଫୁଟ

youtube.com

ସମ୍ବଲପୁର : ହୀରାକୁଦ ଜଳସ୍ତର ୫୯୮.୫୦ ଫୁଟରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ନଦୀବନ୍ଧକୁ ହାରାହାରି ୧୫୮୭୭ ଘନଫୁଟ ପାଣି ପ୍ରବେଶ, ୧୩୭୦୫ ଘନଫୁଟ ପାଣି ନିଷ୍କାସିତ ହେଉଛି। କେନାକୁ ୩୩୮୫ କ୍ୟୁସେକ ପାଣି ଛଡ଼ାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe