ହୀରାକୁଦ ଜଳଭଣ୍ଡରର ଜଳସ୍ତର ୬୦୧.୬୦

Advertisment
ହୀରାକୁଦ ଜଳଭଣ୍ଡାର ମଧ୍ୟରେ ହେବ କେଜ୍‌ କଲ୍‌ଚର ମାଛ ଚାଷ

sambalpur.nic.in

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇ ୬୦୧.୬୦ ଫୁଟରେ ପହଞ୍ଚିଛି। ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧୯,୫୩୮ ଘନଫୁଟ ପାଣି ପ୍ରବେଶ,୧୩,୭୦୬ ଘନଫୁଟ ପାଣି ନିଷ୍କାସିତ ହୋଇଛି। ବୁର୍ଲା ପାଓ୍ବାର ହାଉସରେ ହାରାହାରି ୩୪.୧୨୫ ମେଗାଓ୍ବାଟ, ଚିପିଲିମାରେ ୩୦.୨୦୮ ମେଗାଓ୍ବାଟ ବିଜୁଳି ଉତ୍ପାଦନ ହେଉଛି। ୨୪ ଘଣ୍ଟାରେ ନଦୀବନ୍ଧର ଉପରମୁଣ୍ଡରେ ୨.୦୨ ଏମଏମ ଏବଂ ତଳମୁଣ୍ଡରେ ୩.୦୧ଏମଏମ ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe