ଗୃହରକ୍ଷୀଙ୍କ ଭତ୍ତା ୩୦୦ ଟଙ୍କାକୁ ବୃଦ୍ଧି

Advertisment
ଗୃହରକ୍ଷୀଙ୍କୁ ଯାନବାହନ ଖର୍ଚ୍ଚ ପ୍ରସଂଗ: ତିନି ମାସ ଭିତରେ ନିଷ୍ପତ୍ତି ନେବାକୁ ସରକାରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାର ଗୃହରକ୍ଷୀ (ହୋମ୍‌ଗାର୍ଡ)ଙ୍କ ଦୈନିକ ଭତ୍ତା ୨୪୦ ଟଙ୍କାରୁ ୩୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଆଜି ଏ ନେଇ ଗୃହ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିଭାଗୀୟ ସୂଚନାନୁସାରେ ରାଜ୍ୟରେ ମୋଟ ୧୭୬୭୫ଜଣ ଗୃହରକ୍ଷୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୬୪୦୫ଜଣ ପୁରୁଷ ହୋଇଥିବା ବେଳେ ୧୨୭୦ଜଣ ମହିଳା। ସେମାନଙ୍କୁ ଡ୍ୟୁଟି କଲ୍‌ ଅପ୍‌ ଭତ୍ତା ପ୍ରଦାନ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe