୨୯, ୩୦ରେ ଗୃହ କାର୍ଯ୍ୟ ବନ୍ଦ

Advertisment

ଆସନ୍ତା ୨୯ ଓ ୩୦ତାରିଖରେ (ଶୁକ୍ରବାର ଓ ଶନିବାର) ବିଧାନସଭାର ଗୃହ କାର୍ଯ୍ୟ ବନ୍ଦ ରହିବ। ଏହି ଦୁଇ ଦିନରେ ଉପସ୍ଥାପିତ ହେବାକୁ ଥିବା ପ୍ରଶ୍ନଗୁଡ଼ିକ ଡିସେମ୍ବର ୨ତାରିଖରେ ଉପସ୍ଥାପିତ ହେବ ବୋଲି ବାଚସ୍ପତି ସୁରମା ପାଢ଼ୀ ଆଜି ଗୃହରେ ଘୋଷଣା କରିଛନ୍ତି। 

ଓଡିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

ଭୁବନେଶ୍ବର: ଆସନ୍ତା ୨୯ ଓ ୩୦ତାରିଖରେ (ଶୁକ୍ରବାର ଓ ଶନିବାର) ବିଧାନସଭାର ଗୃହ କାର୍ଯ୍ୟ ବନ୍ଦ ରହିବ। ଏହି ଦୁଇ ଦିନରେ ଉପସ୍ଥାପିତ ହେବାକୁ ଥିବା ପ୍ରଶ୍ନଗୁଡ଼ିକ ଡିସେମ୍ବର ୨ତାରିଖରେ ଉପସ୍ଥାପିତ ହେବ ବୋଲି ବାଚସ୍ପତି ସୁରମା ପାଢ଼ୀ ଆଜି ଗୃହରେ ଘୋଷଣା କରିଛନ୍ତି। 

ସୂଚନାଯୋଗ୍ୟ, ଭୁବନେଶ୍ବରରେ ନଭେମ୍ବର ୨୯ରୁ ଡିସେମ୍ବର ୧ତାରିଖ ପର୍ଯ୍ୟନ୍ତ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରମୁଖ ଯୋଗଦେବେ। ପ୍ରଧାନମନ୍ତ୍ରୀ ୨୯ତାରିଖ ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦରରୁ ଏକ ରୋଡ୍‌ ସୋ’ରେ ରାଜଭବନ ପର୍ଯ୍ୟନ୍ତ ଯିବେ। ଏହାସହ ତିନି ଦିନ ଭୁବନେଶ୍ବରରେ ରହିବେ। ତେଣୁ ସୁରକ୍ଷା ଦୃଷ୍ଟିରୁ ବିଧାନସଭାର ଗୃହ କାର୍ଯ୍ୟ ବନ୍ଦ ରଖାଯାଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe