ଭୁବନେଶ୍ୱରରେ କରୋନା ଟିକାର ମାନବ ପରୀକ୍ଷଣ

Advertisment
ସମ୍ ହସ୍ପିଟାଲ କ୍ୟାମ୍ପସ୍-୨ ନିର୍ମାଣ ପ୍ରସଙ୍ଗ: ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

Odihsa Bytes

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସମ୍‌ ହସ୍ପିଟାଲ‌ରେ କରୋନା ଟିକାର ମାନବ ପରୀକ୍ଷଣ ହୋଇଛି । ସ୍ୱେଚ୍ଛାସେବୀଙ୍କୁ ପରୀକ୍ଷାମୂଳକ ଭାବେ କରୋନା ଟିକା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୮ରୁ ୫୫ ବର୍ଷ ବୟସର ସ୍ୱେଚ୍ଛାସେବୀ ସାମିଲ ଅଛନ୍ତି । ୨ ସପ୍ତାହ ଅନ୍ତରରେ ୨ଟି ଲେଖାଏଁ ଟିକା ଦିଆଯିବ । ୪ ଥର ସଂପୃକ୍ତ ବ୍ୟକ୍ତିଙ୍କର ରକ୍ତ ପରୀକ୍ଷା କରାଯିବ । ସମ ହସ୍‌ପିଟାଲ ପରୀକ୍ଷଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe