ଢ଼େଙ୍କାନାଳ: ଶିକାର ଉଦ୍ଦେଶ୍ୟରେ ତାର ବିଛାଇ ଜଣେ ଗିରଫ। ଗିରଫ ହୋଇଥିବା ଅଭିଯୁକ୍ତର ନାଁ ଦାଶରଥି ନାଏକ (୩୫)ବୋଲି ଜଣା ପଡ଼ିଛି। ବନ ଖଣ୍ଡ ଷଡ଼ଙ୍ଗୀ ରେଞ୍ଜ ଯୋରନ୍ଦା ସେକ୍ସନ ରୁପବଳିଆ ସଂରକ୍ଷିତ ଜଙ୍ଗଲରେ ଶିକାର ଉଦ୍ଦେଶ୍ୟରେ ତାର ବିଛାଇ ଥିବା ସଦର ଥାନା ନାଠୁଆ ଗ୍ରାମର ଦାଶରଥି ନାଏକକୁ ଗତକାଲି ସନ୍ଧ୍ୟା ୫ଟାରେ ଗିରଫ କରାଯାଇଥିବା ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।
ଶିକାର ଉଦ୍ଦେଶ୍ୟରେ ତାର ବିଛାଇ ଶିକାରୀ ଗିରଫ
Advertisment
Follow Us