India Today
ସମ୍ବଲପୁର : ଜମାଦାରପାଲିର କମ୍ୟୁନିଟି ହେଲ୍ଥ ଅଫିସର୍ ନିର୍ମଳା ରାଉତ ପ୍ରେମ କରି ଭୂପତି ବିଶ୍ବାଳଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ ଭୂପତିଙ୍କ ଅତ୍ୟାଚାର ଆରମ୍ଭ ହୋଇଥିଲା। ନିକଟରେ ନିର୍ମଳାଙ୍କ ବଡ଼ ଭଉଣୀ ବିମଳା ତାଙ୍କ ଘରକୁ ଯାଇଥିଲେ। କୌଣସି କଥାକୁ ନେଇ ଭୂପତି ଉଭୟ ନିର୍ମଳା ଓ ବିମଳାଙ୍କୁ ମାଡ଼ ମାରିଥିଲେ। ଏ ନେଇ ନିର୍ମଳା ସମ୍ବଲପୁର ମହିଳା ଥାନାରେ ମଙ୍ଗଳବାର ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଭୂପତିକୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି।
Follow Us