କ୍ୟାବିନ ପାଇଁ ଆବେଦନ କରିଥିଲା ହାଇଦର: ଏସସିବିର ଜରୁରିକାଳୀନ ଅଧିକାରୀ

Advertisment
କ୍ୟାବିନ ପାଇଁ ଆବେଦନ କରିଥିଲା ହାଇଦର: ଏସସିବିର ଜରୁରିକାଳୀନ ଅଧିକାରୀ

କଟକ: ଏସସିବିରେ ଚିକିିତ୍ସିତ ହେବା ପାଇଁ ଗ୍ୟାଙ୍ଗଷ୍ଟର ହାଇଦର କ୍ୟାବିନ ପାଇଁ ଆବେଦନ କରିଥିଲା । ଏନେଇ ସୂଚନା ଦେଇଛନ୍ତି ଏସସିବିର ଜରୁରିକାଳୀନ ଅଧିକାରୀ ଭୂବନାନନ୍ଦ ମହାରଣା । ତେବେ କ୍ୟାବିନ ଖାଲିଥିବାରୁ ଏସସିବି ମୁଖ୍ୟ ତାକୁ କ୍ୟାବିନ ପାଇଁ ଅନୁମତି ଦେଇଥିଲେ ମଧ୍ୟ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ହାଇଦର ଏକାଧିକ ରୋଗରେ ପୀଡ଼ିତ ଥିବା ବେଳେ ତା’ର ସାଧାରଣ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ହୋଇଛି। ହେଲେ ହାଇଦରର ଅସ୍ତ୍ରୋପଚାର ହୋଇନଥିବା ଏସସିବିର ଜରୁରିକାଳୀନ ଅଧିକାରୀ ସୂଚନା ଦେଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe