ସ୍ବାସ୍ଥ୍ୟ କର୍ମୀ ପ୍ରାଣ ହରାଇଲେ ପରିବାର ପାଇବେ ୫୦ ଲକ୍ଷ

ସ୍ବାସ୍ଥ୍ୟ କର୍ମୀ ପ୍ରାଣ ହରାଇଲେ ପରିବାର ପାଇବେ ୫୦ ଲକ୍ଷ

Image Courtesy of India Today

ଭୁବନେଶ୍ବର : କରୋନା ମହାମାରୀରେ ସ୍ବାସ୍ଥ୍ୟ କର୍ମୀ ପ୍ରାଣ ହରାଇଲେ ସେମାନଙ୍କ ପରିବାର ବର୍ଗଙ୍କୁ ମିଳିବ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ। ଗତବର୍ଷ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍‌ (ପିଏମ୍‌ଜିକେପି) ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ପୁଣି ଥରେ ଚଳିତ ବର୍ଷ ମହାମାରୀ କୋଭିଡ-୧୯ର ଦ୍ବିତୀୟ ଲହର ସମୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଆଶ୍ବସ୍ତ କରିବା ପାଇଁ ଲାଗୁ କରିଛନ୍ତି। ଆଜି ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe