ଲକ୍ ଡାଉନ୍ ଘୋଷଣା ସତ୍ତ୍ୱେ ବାସୁଦେବପୁରରେ ବଢିବାରେ ଲାଗିଛି ଚୋରା ମଦ ବେପାରିମାନଙ୍କ ଦୌରାତ୍ମ୍ୟ

ଲକ୍ ଡାଉନ୍ ଘୋଷଣା ସତ୍ତ୍ୱେ ବାସୁଦେବପୁରରେ ବଢିବାରେ ଲାଗିଛି ଚୋରା ମଦ ବେପାରିମାନଙ୍କ ଦୌରାତ୍ମ୍ୟ

ବାସୁଦେବପୁର : ସମ୍ଭାବ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକ୍ ଡାଉନ୍ ଘୋଷଣା କରିଥିଲେ ମଧ୍ୟ ବାସୁଦେବପୁରରେ ଚୋରା ମଦବେପାରି ମାନଙ୍କ ଦୌରାତ୍ମ୍ୟ ବଢିବଢି ଚାଲିଛି। ମଙ୍ଗଳବାର ରାତ୍ରୀରେ ତହସିଲଦାର ସୈାମ୍ୟସ୍ରି ପାଣିଗ୍ରାହୀ ଓ ଥାନାଧିକାରୀ ମଧୁମିତା ମହାନ୍ତି ଚଢ଼ାଉ କରି ସ୍ଥାନୀୟ ବେତଡା ବଜାର ଓ ସୁଦର୍ଶନପୁର ଗ୍ରାମରୁ ବିପୁଳ ପରିମାଣରେ ଚୋରା ମଦ ଜବତ କରିଛନ୍ତି। ଚୋରାମଦ ବେପାରିମାନେ ଖସିଯାଇଥିବା ବେଳେ, ୫୧ ପେଟି ମଦ ଜବତ କରାଯାଇଛି।

ପୁଲିସ ପ୍ରଶାସନର ଏହି ଚଢ଼ଉକୁ ନେଇ ମଦ ମାଫିଆଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe