ଚଢ଼େଇଧରା: ଧର୍ମଶାଳା ତହସିଲ ପାଖର ପଞ୍ଚାୟତ ତେଲର ମୌଜାରୁ ବେଆଇନ ମାଟି ଖୋଳିବା ଅଭିଯୋଗରେ ଏକ ଜେସିବି ଜବତ କରାଯାଇଛି। ମାଟି ଖୋଲି ଏକ କ୍ରସରକୁ ଚାଲାଣ ହେଉଥିଲା। ଅଭିଯୋଗ ପରେ ଧର୍ମଶାଳା ତହସିଲଦାର ସ୍ୱାଗତ ଦାସ ନାକପୋଲ ଓ ଆରୁହା ରାଜସ୍ୱ ନିରୀକ୍ଷକଙ୍କ ସହ ଚଢ଼ଉ କରିଥିଲେ।
ମାଟି ପରିବହନ କରୁଥିବା ଟ୍ରାକ୍ଟରଗୁଡ଼ିକ ପଳାଇ ଯାଇଥିଲେ। ଜବତ ମେସିନକୁ ତହସିଲଦାରଙ୍କ କାର୍ଯ୍ୟାଳୟରେ ନିକଟରେ ରଖାଯାଇଛି।
Follow Us