ଏସ୍‌ଏମ୍‌ସି କାରଖାନାରେ ଆୟକର ବିଭାଗର ଚଢ଼ଉ

ରାଜ୍ୟରେ ବସିବ ଆଉ ୩ ଇଥାନଲ୍‌ ପ୍ଲାଣ୍ଟ୍‌: ଖୋର୍ଦ୍ଧାରେ ୨ଟି ପୋଷାକ କାରଖାନା

SMC Power Generation Ltd.

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ହିର୍ମାରେ ଥିବା ଏସ୍‌ଏମ୍‌ସି କାରଖାନାର ଉଭୟ ୟୁନିଟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାଯାଇଛି। କେନ୍ଦ୍ର ଆୟକର ବିଭାଗ ପକ୍ଷରୁ ଏହି ସଂସ୍ଥାର ଭାରତରେ ଥିବା ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିବା କୁହଯାଉଛି। ବୁଧବାର ଏହି ସଂସ୍ଥାର ହିର୍ମାରେ ଥିବା ଏସ୍‌ଏମ୍‌ସି ଷ୍ଟିଲ ଆଣ୍ଡ ପାୱାର ଲିମିଟେଡରେ ଆୟକର ବିଭାଗ ଅଧିକାରୀମାନେ ପହଞ୍ଚି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ତେବେ ଆୟକର ବିଭାଗ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ କି ପ୍ରେସ ବିବୃତ୍ତି ପ୍ରଦାନ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe