ଆୟକର ବିଭାଗ ସ୍କ୍ବାଡ୍‌ର ଯାଞ୍ଚ

Advertisment
୩୩୦୦ କୋଟିର ହୱାଲା ରୢାକେଟ୍‌ ଧରାପଡ଼ିଲା, ଚେନ୍ନାଇର ଶିକ୍ଷାନୁଷ୍ଠାନରେ ଆୟକର ଚଢ଼ଉ

HR Katha

ସମ୍ବଲପୁର : ନିର୍ବାଚନ ଗୋଟିଏ ଦିନ ପୂର୍ବରୁ ରାତିରେ ବିଜେଡିର ୨ଜଣ ଏବଂ ହୀରାକୁଦ ବିଜେପିର ଜଣଙ୍କ ଘର ଯାଞ୍ଚ ହୋଇଛି। ଆୟକର ବିଭାଗ, ଫ୍ଲାଇଂ ସ୍କ୍ବାଡ୍‌ ଏବଂ ପୁଲିସ ପକ୍ଷରୁ ମିଳିତ ଭାବରେ ବୁର୍ଲାର ବିଜେଡି ନେତା ପ୍ରଦୁମ୍ନ ମିଶ୍ର, ସମ୍ବଲପୁରର ବିଜେଡି ନେତ୍ରୀ ରାଜଲକ୍ଷ୍ମୀ ପ୍ରଧାନ, ହୀରାକୁଦ ବିଜେପିର ଅନୁପ ମିଶ୍ରଙ୍କ ଘର ଯାଞ୍ଚ ହୋଇଥିଲା। ନିର୍ବାଚନ ରାତିରେ ଟଙ୍କା ବାଣ୍ଟିବା ପାଇଁ ଲକ୍ଷାଧିକ ଟଙ୍କା ଗଚ୍ଛିତ କରାଯାଇଥିବା ନେଇ ସ୍କ୍ବାଡ୍‌ ନିକଟରେ ଅଭିଯୋଗ ପରେ ଏହି ଯାଞ୍ଚ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe