ଛତିଶଗଡ଼ ନିର୍ବାଚନ ପାଇଁ ବରଗଡ଼ରେ ଅନ୍ତଃରାଜ୍ୟ ପୁଲିସ୍‌ ବୈଠକ

Advertisment
ପୁଲିସ ବନାମ ପୁଲିସ : ଗୃହରକ୍ଷୀ ବିଦା, ବଦଳିଲେ ମହିଳା ଏଏସଆଇ

Image Courtesy of Times of India

ବରଗଡ଼: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଦିନ ବରଗଡ଼ଠାରେ ଅନ୍ତଃରାଜ୍ୟ ପୁଲିସ ଅଧିକାରୀଙ୍କ ବୈଠକ ବସିଥିଲା। ନିର୍ବାଚନ ବେଳେ ଉଭୟ ରାଜ୍ୟର ପୁଲିସ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଏହି ବୈଠକରେ ଆଲୋଚନା ହୋଇଥି‌ଲା।

ଏହି ବୈଠକରେ ଉତ୍ତରାଞ୍ଚଳ ‘ଡିଆଇଜି’ ଡ. ଦୀପକ କୁମାର, ଝାରସୁଗୁଡ଼ା ‘ଏସ୍‌ପି’ ସ୍ମିଥ୍‌ ପରମାର ପୁରୁଷୋତ୍ତମ ଦାସ, ସମ୍ବଲପୁର ‘ଏସ୍‌ପି’ ମୁକେଶ ଭାମୁ, ବରଗଡ଼ ‘ଏସ୍‌ପି’ ପ୍ରହଲ୍ଲାଦ ସହାୟ ମୀନା, ସୁନ୍ଦରଗଡ଼ ‘ଏସ୍‌ପି’ ପ୍ରତ୍ୟୁଷ ଦିବାକର, କଳାହାଣ୍ଡି ‘ଏସ୍‌ପି’ ଅବିଲାଶ ଜି, ନୂଆପଡ଼ା ‘ଏସ୍‌ପି’ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ନବରଙ୍ଗପୁର ‘ଏସ୍‌ପି’ ଏସ୍‌. ସୁଶ୍ରୀ, ରାୟପୁର ରେଞ୍ଜ ‘ଆଇଜି’ ବି.ଏନ୍‌. ମୀନା, ରାୟଗଡ଼ ରେଞ୍ଜ୍‌ ‘ଆଇଜି’ ରତନଲାଲ ଡାଙ୍ଗି, ରାୟଗଡ଼ ‘ଏସ୍‌ପି’ ଅଭିଷେକ ମୀନା, ମହାସମୁନ୍ଦ ‘ଏସ୍‌ପି’ ଭୋଜରାମ ପଟେଲ, ଗରିଆବନ୍ଧ ‘ଏସ୍‌ପି’ ଜେଆର୍‌ ଠାକୁର, ଧମତାରୀ ‘ଏସ୍‌ପି’ ପ୍ରଶାନ୍ତ ଠାକୁର, ସାରଙ୍ଗଗଡ଼ ‘ଏସ୍‌ପି’ ଆଶୁତୋଷ ସିଂ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe